top of page
ALL INDIA
ASPIRING WRITER's
AWARD
Nandini Maharana
REGISTRATION ID
B1181
YOUR FINAL SCORE IS IN BETWEEN
9.21 - 9.75
IFHINDIA CONGRATULATE YOU FOR BEING IN THE TOP 10 FINALISTS.
YOUR FINAL SCORE WILL BE ANNOUNCED IN THE AWARD CEREMONY.
1. THE TITLE WINNER SCORE MUST BE MORE THAN 9.70 WHO WILL BE WINNING 1,50,000/- CASH PRIZE & YOU MAY BE ONE OF THEM FOR SURE BECAUSE OUR FINAL WINNER IS IN BETWEEN THOSE TOP 10 FINALISTS INCLUDING YOU.
2. SINCE YOU ARE ONE OF THOSE TOP 10 FINALIST YOU WILL BE GETTING EXCLUSIVE GIFT COUPON WORTH 5000/- EACH
(Note : You must participate either in ONLINE EVENT or OFFLINE EVENT without fail to get your AWARD BENEFITS)
3. ALL TOP 10 FINALIST INCLUDING YOU MUST PARTICIPATE IN THE MEGA EVENT EITHER OFFLINE OR ONLINE BECAUSE EVEN YOU MAY BE THE ONE WHO WIN THE TITLE FOR SURE.
4. INCASE YOU ARE NOT WILLING TO PARTICIPATE IN THE MEGA EVENT/ AWARD CEREMONY EITHER OFFLINE OR ONLINE then your journey in the contest will end here. HOWEVER YOU WILL STILL RECEIVE THE BEST 25 WRITERS BENEFITS but you will not get any benefits for being in the TOP 10 incase you quit from the contest hereafter.
click on the below link to know more information about the FINAL ROUND
Written By
Nandini Maharana
ମୁଁ ତ ମୋ ବୟସ ଠୁ ଖୁବ୍ ବେଶି ବୁଝାସୁଝା ଝିଅଟିଏ ବୋଲି ତମେ କୁହ।
ହେଲେ ମୋର କାଇଁ ମନେ ପଡୁନି,
ମୁଁ ତମର ଏମିତି କୋଉ କଥା କୁ ବୁଝିବାର ଭୁଲ୍ କରିଦେଲି ଯେ
ତମେ ତମ ଜୀବନ ର ସେ କଣ ଟିକିଏ ଜାଗାରୁ ବି ମତେ ବାଦ୍ ଦେଇ ଦେଲ?
ଦୁନିଆରେ ଆଜି ଯାଏଁ କେବେ ମୁଁ କାହାକୁ କଷ୍ଟ ହେଲା ପରି କଥା ପଦେ କହିନି, ହେଲେ କାଇଁ କେଜାଣି ମୋ ଉପସ୍ଥିତି ବି ତମ ପାଇଁ ଛୁଞ୍ଚି ର ସେ ତୀକ୍ଷ୍ଣ ମୁନ ପରି ଲାଗିଲା?
ମୁଁ ଜାଣିନି ଆଉ ପ୍ରେମ କେମିତି କରାଯାଏ।
"ମୋର ଲୋମ ଟାଙ୍କୁରି ଯାଏ ଯାହା କଥା ଶୁଣିଲେ ,
ମୋର ଅସଜଡା ଜୀବନ ରେ ଯାହା କଥା ଭାବି ଲକ୍ଷ୍ୟ ମନେ ପଡ଼ିଯାଏ,
ଯାହା ପାଇଁ ମୁଁ ମୋର ଯାବତୀୟ ଦିନଚର୍ଯ୍ୟା ଭୁଲିବାକୁ ମଧ୍ୟ ପଛେଇ ପାରେନା,
ମୋ ଅସ୍ଥିତ୍ଵ କୁ ବାଦ୍ ଦେଲା ପରେ ବି ମୋ ଭିତରେ ଯାହାର କିଛି ସତ୍ତା ବାକି ରହିଯାଏ,
ପ୍ରତି ମୁହୂର୍ତ୍ତ ଯୋଉ ଅଫେରା ମଣିଷ ର ବାଟ ଚାହିଁ କଟିଯାଏ।"
x x x
"ଏକବିଂଶ ଶତାବ୍ଦୀର ଏଇ ଜମାନା ରେ ସବୁଦିନ ରାତିରେ ଗୋଟେ ଚିଠି ଲେଖି ସକାଳେ ପୋଷ୍ଟ ରେ ପଠେଇବା ଆଗରୁ ମନେ ପଡେ,
"ଠିକଣା ରେ କଣ ଲେଖିବି?"
ତମେ କୋଉଠି ରୁହ ତ ମୁଁ ଜାଣେନା,
ଖାଲି ହୃଦୟ ଟା ତମ ପାଇଁ ଖୋଲା ରଖିଛି ସିନା ତମେ ତ ଟିକେ ଝରକା ପଟୁ କେବେ ତୀର୍ଚ୍ଛା ନଜରରେ ବି ଦେଖିନ ।
ପୁଣି ଦିନେ ଦେଖିଲି ତମ ଷ୍ଟାଟସ୍,
ତମେ ତ କେବେଠୁ ବିଦେଶ ରେ।
ମୋର ସବୁ ଓଡିଆ ସ୍କ୍ରିପ୍ଟ ର ଲେଖା ଚିଠି ତମ ପାଖକୁ ମୁଁ ପଠେଇଦେଲେ ବି ତମେ କୋଉ ପଢ଼ିକି ବୁଝିପାରିବ ଯେ।
ଫେରି ଆସେ ପ୍ରତିଥର
"ନିଜ ଘରକୁ କରିଦିଏ ପୋଷ୍ଟଅଫିସ। "
ଆଉ
"ମୋ ଡାଏରୀ କୁ ଫ୍ୟାକ୍ସ ।"
ଆଉ ପଠାଇଦିଏ ତମ ଅବାସ୍ତବ ଠିକଣା କୁ ଗୋଟେ ଚିଠି ସବୁଦିନ।
ଜାଣିନି ସତରେ ତମ ଠୁ ମୋ ଚିଠିର ଉତ୍ତର ମିଳିଥିଲେ ମୁଁ ଏତେ ଖୁସି ହୁଅନ୍ତି କି ନାଇଁ,
ଯେତେ ଖୁସି ମୁଁ ସାଉଁଟି ସାରିଲିଣି ମୋ ଆଖ ପାଖ ଲୋକଙ୍କୁ ସେ ଚିଠି ଶୁଣେଇ।।।
✉️
PLEASE CHECK YOUR PHOTO
Nandini Maharana
ABOVE SHARED PHOTOGRAPH WILL BE USED IN THE CERTIFICATE AND DONT WORRY IF THE ALLIGNMENT IS NOT CORRECT. IT WILL BE CORRECTED DURING CERTIFICATE DESIGN.
ALSO THE NAME MENTIONED BELOW THE PHOTOGRAPH WILL BE WRITTEN ON CERTIFICATE.
bottom of page